ଗଞ୍ଜାମରେ କରୋନା ବିସ୍ଫୋରଣ : ଦିନକରେ ଶତକ

୧୯ ଜିଲ୍ଲାରୁ ୨୫୧ ରୋଗୀ ଚିହ୍ନଟ, ୧୬୪ ସୁସ୍ଥଗଞ୍ଜାମର ଆଉ ଏକ ଅଣ କୋଭିଡ୍‌ ମୃତ୍ୟୁ ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ କରୋନା ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କରୋନା ଯୋଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୧୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଏକପ୍ରକାର ରେକର୍ଡ ସୃଷ୍ଟି ହୋଇଛି। ତହିଁରେ … Continue reading ଗଞ୍ଜାମରେ କରୋନା ବିସ୍ଫୋରଣ : ଦିନକରେ ଶତକ